ଗୋକଣ୍ଟକ Gokaṇṭaka
- ସଂ. ବି. — ଗୋରୁଖୁରା — Hoof of a cow
- ସଂ. ବି. — ଗୋରୁଖୁରାର ଚିହ୍ନ — Print of a cow's hoof
- ସଂ. ବି. — ଗୋରୁ ମାଡ଼ିଥିବା ଯୋଗୁଁ ଖାଲ ଢିପ ହୋଇଥିବା ହେତୁରୁ ଯେଉଁ ଠାରେ ଲୋକେ ଚାଲି ପାରନ୍ତି ନାହିଁ — A place made impassable owing to having been trodden upon by cattle
- ସଂ. ବି. — ଗୋକ୍ଷୁର (ଦେଖ) — Gokshura (See)