ଗୋଏନ୍ଦା (ଇତ୍ୟାଦି) Goendā (etc)

  • ବୈଦେ. ବି — ଗୋଇନ୍ଦା ଇତ୍ୟାଦି (ଦେଖ) — Goindā etc. (See)
  • ବୈଦେ. ବି — ବୁଦ୍ଧିମାନ୍ ହୁସିଆର୍ ଗୋଏନ୍ଦା ଆଖିରେ ଧୁଳି ପକାଇବା ସହଜ କଥା ନୁହେ—ଫକୀରମୋହନ, ଛମାଣଆଠଗୁଣ୍ଠ।