ଗୋଇଠାଅଇଣ୍ଠାଖିଆ Goiṭhā aiṇṭhākhiā
- ଦେ. ବି. ପୁଂ. — ଯେଉଁ ବ୍ଯକ୍ତି ଅନ୍ଯ ବ୍ଯକ୍ତି ନିକଟରେ ସବୁବେଳେ କୁକୁର ପରି ପଡ଼ି ଗୋଇଠା ମାଡ଼ ସହି ଓ ଅନ୍ୟବ୍ଯକ୍ତିର ଉଚ୍ଛିଷ୍ଟ ଖାଇ ବଞ୍ଚୁଥାଏ — 1. A toady or parasite who lives with another person who deals him kicks and gives him the leavings of his table to subsist upon
- ଦେ. ବି. ପୁଂ. — କୁକୁର — A dog