ଗୋଇଆ ନିମନ୍ତ୍ରଣ Goiā nimantraṇa
- ପ୍ରାଦେ. (ଗଡ଼ଜାତର ରାଜ ପରିବାରମାନଙ୍କରେ ବ୍ଯବହୃତ ଭାଷା) ବି. — ବିବାହର ବାସିଦିନ ସକାଳଓଳି କନ୍ୟାପକ୍ଷୀୟ ଓ ବରପକ୍ଷୀୟ ବ୍ଯକ୍ତିମାନଙ୍କର ହଳଦୀ, ତେଲମର୍ଦ୍ଧନ; ଅବିର ଚନ୍ଦନ ଚୂଆ ବୋଳାବୋଳି ହୋଇ ଓ ପିଚିକାରୀ ମରାମତି ହୋଇ ସ୍ନାନ କରିବା — Bath taken together by persons of the bride's party and bridegroom's party on the next day of a marriage