ଗେଲବସର Gelabasara
- ଦେ. ବି — ସ୍ନେହ; ଆଦର — Affectionate treatment
- ଦେ. ବି — ସ୍ନେହର ପାତ୍ର — Object of fond treatment
- ଦେ. ବି — ଅଯଥା ସ୍ନେହ ବା ଆଦର — Undue fondness
- ଦେ. ବି — ମାଦ୍ରୀସୁତ ଦୁହିଁଙ୍କୁ କହିବ ପୃଥ୍ୱୀ ଥିଲେ ସବୁ ଗେଲବସର ପ୍ରକାଶଇ ଭଲେ—କୃଷ୍ଣସିଂହ, ମହାଭାରତ, ବନ।
- ଦେ. ବିଣ — ସ୍ନେହ ଓ ଅଦରରେ ବଢ଼ିଥିବା — Brought up in affection; fondled