ଗେବ Geba

  • ଦେ. ବି — କୌଣସି ବର୍ତ୍ତୁଳ ପଦାର୍ଥ ଉପରେ ମରାଯାଇ ଉପରକୁ ବାହାରିଥିବା ମୁଣ୍ଡି; ଭୁଣ୍ଡି — A knob or protruding swelling on surface of a plain thing; boss
  • ଦେ. ବି — ଦେଏଦେଉଣୀଙ୍କି କୋଳଥା ମଣ୍ଡା ତହିଁ ମାରିଥିବ ଗେବ, ଯେ ଯିମିତି ମାରି ଆସିବେ (ତାଙ୍କୁ) ଗେବ ଚିହ୍ନି କରି ଦେବ। ଢଗ।
  • ଦେ. ବି — କୌଣସି ପଦାର୍ଥରେ ମରାଯିବା ଚିହ୍ନସୂଚକ ଟିପଚିହ୍ନ — A finger impression put on a thing for identification