ଗେନ୍ଧାସୁଂଘିବା Gendhāsuṁghibā

  • ଦେ. କ୍ରି (ଅଶ୍ଳୀଳ) — ଅନ୍ୟଦ୍ୱାରା ପ୍ରତାରିତ ହେବା — To be cheated or defrauded by a person
  • ଦେ. କ୍ରି (ଅଶ୍ଳୀଳ) — ନିଜର ପ୍ରାପ୍ୟରୁ ବଞ୍ଚିତ ହେବା — To be defrauded of one's dues