ଗେଣ୍ତେଇଶୁଣୀ Geṇḍeiṡuṇī

  • ଦେ. ବି. — ଦେବତାରୂପେ କଳ୍ପିତ ଗେଣ୍ତା ଶାମୁକା — Snails deified
  • ଦେ. ବି. — [ଦ୍ର— ଚିତଉ ଅମବାସ୍ୟା ଦିନ ପୋଖରୀ ତୁଠକୁ ଯାଇ ମାଇପେ ଗେଣ୍ତେଇଶୁଣୀଙ୍କ ନାମ ଧରି ଖଣ୍ତେ ପିଠା ପାଣିକୁ ପକେଇ ଦେଇ ଆସନ୍ତି। ଏଥିର ଉଦ୍ଦେଶ୍ୟ ଏହି କି ଗେଣ୍ତେଇଶୁଣୀ ଏ ପିଠା ଖଣ୍ତି ଲାଞ୍ଚ ଖାଇ ପିଷ୍ଟକଦାତ୍ରୀ ଓ ତାଙ୍କର ଆତ୍ମୀୟମାନଙ୍କ ଗୋଡ଼କୁ କାଟିବେ ନାହିଁ।]