ଗେଣ୍ଡାଳିଆ Geṇḍāḻiā

  • ଦେ. ବି — ଜଳାଭୂମିରେ ଚରିବା କୂଳେଚର ବର୍ଗର ଏକପ୍ରକାର ପକ୍ଷୀ — A kind of wading bird frequenting water-logged places and subsisting on snails; the open bill; the open-beak
  • ଦେ. ବି — ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଲେ ପକ୍ଷୀ। ଗ୍ରାମ୍ୟଗାଥା।
  • ଦେ. ବି — [ଦ୍ର—ଏମାନଙ୍କ ଦେହ ଧଳା, ଗୋଡ଼ ଡେଙ୍ଗା, ଥଣ୍ଟ ଲମ୍ବ ଓ 2 ଫୁଟ ମଧ୍ୟରେ ସଣ୍ଡୁଆସୀ ପରି ଫାଙ୍କ ଥାଏ। ଏମାନଙ୍କର ଲାଞ୍ଜ— ପାଖର ପକ୍ଷ କଳାମିଶା ସବୁଜା, ଆଖି ପାଖ ଓ ଗଳାରେ ପର ନ ଥାଏ। ମାଂସ ଲୋଭରେ ଶିକାରୀମାନେ ଏମାନଙ୍କୁ ମାରନ୍ତି, ଗ୍ରୀଷ୍ମକାଳରେ ଏମାନେ ପଲପଲ ହୋଇ ଶୁଖିଲା ବିଲରେ ଚରି ଗେଣ୍ଡା ସାମୁକା ଖୋଳିକରି ଖାଆନ୍ତି। ଏମାନେ ବଢ଼ିଆକାଙ୍କ ଜାତୀୟ ଲମ୍ବ ଗୋଡ଼ିଆ ଓ ଲମ୍ବଥଣ୍ଟିଆ ପକ୍ଷୀ।] — [ଦ୍ର—ଏମାନଙ୍କ ଦେହ ଧଳା, ଗୋଡ଼ ଡେଙ୍ଗା, ଥଣ୍ଟ ଲମ୍ବ ଓ2ଫୁଟ ମଧ୍ୟରେ ସଣ୍ଡୁଆସୀ ପରି ଫାଙ୍କ ଥାଏ ଏମାନଙ୍କର ଲାଞ୍ଜ— ପାଖର ପକ୍ଷ କଳାମିଶା ସବୁଜା, ଆଖି ପାଖ ଓ ଗଳାରେ ପର ନ ଥାଏ ମାଂସ ଲୋଭରେ ଶିକାରୀମାନେ ଏମାନଙ୍କୁ ମାରନ୍ତି, ଗ୍ରୀଷ୍ମକାଳରେ ଏମାନେ ପଲପଲ ହୋଇ ଶୁଖିଲା ବିଲରେ ଚରି ଗେଣ୍ଡା ସାମୁକା ଖୋଳିକରି ଖାଆନ୍ତି ଏମାନେ ବଢ଼ିଆକାଙ୍କ ଜାତୀୟ ଲମ୍ବ ଗୋଡ଼ିଆ ଓ ଲମ୍ବଥଣ୍ଟିଆ ପକ୍ଷୀ]
  • ଦେ. ବି — ଗାଈଗେଣ୍ଡାଳିଆ ନାମକ ଗୁଳ୍ମ — Name of a plant
  • ଦେ. ବି — [ଦ୍ର—ଏହା ହଳଦୀ ବା ଅଣଖୁଆ ଗଛପରି ତିନି ଫୁଟ ବଢ଼େ ଓ ଏଥିରୁ ଫୁଲ ମଞ୍ଜରୀଟି ସପୁରିପରି ଗଛ ଅଗରୁ ବାହାରେ। ଏହି ମଞ୍ଜରୀଟି ଗାଢ଼ ରକ୍ତବର୍ଣ୍ଣ। ଗଡ଼ଜାତରେ ଗହ୍ମାପୂର୍ଣ୍ଣମୀ ଦିନ ଗାଈଙ୍କି ଏ ଗଛରେ ବାଡ଼ିଆନ୍ତି।]
  • ଦେ. ବି — ଏକପ୍ରକାର ସାପ — A kind of snake