ଗେଞ୍ଜାଗେଞ୍ଜି Gen̄jāgen̄ji
- ଦେ. ବିଣ — ଏକସ୍ଥାନରେ ଯାକି ହୋଇ ବସିଥିବା (ବହୁ ବ୍ଯକ୍ତି ବା ପଦାର୍ଥ) — Over crowded; huddled together
- ଦେ. ବିଣ — ଚଳିବା ପାଇଁ ଅତି ସଂକୀର୍ଣ୍ଣ — Very narrow
- ଦେ. ବି — ବହୁ ଲୋକ ଠେଲାଠେଲି ହୋଇ ଅଳ୍ପ ସ୍ଥାନ ଅଧିକାର କରିବା — Over crowding; huddled together
- ଦେ. ବି — ଅଳ୍ପ ସ୍ଥାନରେ ବହୁ ପଦାର୍ଥକୁ ଏକତ୍ର ମାଡ଼ି ପୂରାଇବା — Pressing together many things into a small space