ଗେଙ୍ଗୁଟି Geṅguṭi

  • ଦେ. ବି — ପଥରଚୂନର ଉପାଦାନ ଉପଳଖଣ୍ଡ; ମାଟିରେ ମିଳିବା ଚୂନ ଉତ୍ପାଦକ ପଥରଖଣ୍ଡ (ଯାହାକୁ ପୋଡ଼ିଲେ ଚୂନ ବାହାରେ) — Lime-ghooting; nodular lime-stone
  • ଦେ. ବି — (ସଂ. ଘଣ୍ଟକ; କଣ୍ଟାକର୍ଣ୍ଣ) ଏକପ୍ରକାର ବନ୍ୟ ଗୁଳ୍ମ — A kind of wild plant; Clerodendron Infortunatum
  • ଦେ. ବି — [ଦ୍ର—ଏହା ଭାଣ୍ଡୀରାଦି ବର୍ଗର ବନ୍ୟକ୍ଷୁପ। ଫୁଲ ଧଳା ଓ ସୁଗନ୍ଧ; ଫୁଲର ଭିତରେ ନାଲି ଟୋପା ଦାଗ ଥାଏ। ଏହାର ଫୁଲ ବସନ୍ତ କଳରେ ଫୁଟେ। ପାଚିଲା ଫଳ କୃଷ୍ଣରକ୍ତବର୍ଣ୍ଣ ଦେଖାଯାଏ। ଏହାର ପୁଷ୍ପମଞ୍ଜରୀ ଦେଖିବାକୁ କଣ୍ଟିପରି। ଏହା ଜ୍ୱର, ଶ୍ଳେଷ୍ମା, ଦୃଷ୍ଟି ଓ କୃମିନାଶକ।]