ଗେଇଁଦେବା Geiñdebā
- ପ୍ରାଦେ (ଗଞ୍ଜାମ) କ୍ରି — ଠକିଦେବା — To cheat
- ପ୍ରାଦେ (ଗଞ୍ଜାମ) କ୍ରି — ହଠାତ୍ କୌଣସି ପଦାର୍ଥକୁ ନେଇଯିବା — To take away anything suddenly
- ପ୍ରାଦେ (ଗଞ୍ଜାମ) କ୍ରି — (ସଂ. ଗମ ଧତୁ) କୌଣସି ସ୍ଥାନ ତ୍ୟାଗକରି ହଠାତ୍ ଚାଲିଯିବା — To move away suddenly from a place