ଗୃହୟାଳୁ Gṛuhayāḻu
- ସଂ. ବିଣ. (ଗ୍ରହ ଧାତୁ. ଣିଚ୍; ଗୃହି ଧାତୁ (ନିପାତନ)+ ଶୀଳାର୍ଥ. ଆଳୁ) — ଗ୍ରହଣାଭିଳାଷୀ — Intending to take or accept something; disposed or intending to sieze
- ସଂ. ବିଣ. (ଗ୍ରହ ଧାତୁ. ଣିଚ୍; ଗୃହି ଧାତୁ (ନିପାତନ)+ ଶୀଳାର୍ଥ. ଆଳୁ) — [ଦ—ତୁଳ—ଦୟାଳୁ, ନିଦ୍ରାଳୁ, କୃପାଳୁ ଇତ୍ୟାଦି।]