ଗୃହାରାମ Gṛuhārāma

  • ସଂ. ବି (ମଧ୍ୟପଦଲୋପୀ; ଗୃହ+ଆରାମ) — ଗୃହସଂଲଗ୍ନ ଉଦ୍ୟାନ — Garden attached to a house
  • ସଂ. ବି (ମଧ୍ୟପଦଲୋପୀ; ଗୃହ+ଆରାମ) — ବଗିଚା ଘର — Garden house