ଗୃହାଧିପ Gṛuhādhipa

  • ସଂ. ବି.—( 6 ଷ୍ଠୀ ତତ୍; ଗୃହ+ଅଧିପ) — ଗୃହରକର୍ତ୍ତା; ଗୃହସ୍ୱାମୀ — The head of a house
  • ସଂ. ବି.—( 6 ଷ୍ଠୀ ତତ୍; ଗୃହ+ଅଧିପ) — ଗୃହସ୍ଥ — A house-holder; a family-man
  • ସଂ. ବି.—( 6 ଷ୍ଠୀ ତତ୍; ଗୃହ+ଅଧିପ) — (ଜ୍ୟୋତିଷ) କୌଣସି ରାଶିର ଅଧିଷ୍ଠାତା — (astrology) A regent of a sign of the zodiac