ଗୃହମେଧୀ Gruhamedhī

  • ସଂ. ବି. ପୁଂ. (ଗୃହ+ମେଧ ଧାତୁ=ସଙ୍ଗମ କରିବା+କର୍ତ୍ତୃ. ଇନ୍; 1 ମା. 1 ବ) — ଗୃହସ୍ଥାଶ୍ରମୀ ବ୍ଯକ୍ତି — A person who has entered into the second or domestic stage of life
  • ସଂ. ବି. ପୁଂ. (ଗୃହ+ମେଧ ଧାତୁ=ସଙ୍ଗମ କରିବା+କର୍ତ୍ତୃ. ଇନ୍; 1 ମା. 1 ବ) — ଘରକରଣା ବ୍ଯକ୍ତି — A house-holder; a family-man
  • ସଂ. ବି. ପୁଂ. (ଗୃହ+ମେଧ ଧାତୁ=ସଙ୍ଗମ କରିବା+କର୍ତ୍ତୃ. ଇନ୍; 1 ମା. 1 ବ) — ଗୃହମେଧୀ ସହସ୍ର ଅଠାଶୀ ଦ୍ୱିଜବର ପୋଷୁଅଛନ୍ତି ନିତି ଦେଇଣ ଆହାର। କୃଷ୍ଣସିଂହ, ମହାଭାରତ, ସଭା।