ଗୃହବାଟିକା Gṛuhabāṭikā

  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍ ବା ମ. ପ. ଲୋ. ଗୃହ+ବାଟିକା) — ଗୃହସଂଲଗ୍ନ ବଗିଚା — Garden attached to a house
  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍ ବା ମ. ପ. ଲୋ. ଗୃହ+ବାଟିକା) — ଉଦ୍ୟାନବାଟିକା; ବଗିଚାଘର — Garden-house