ଗୃହପତି Gṛuhapati
- ସଂ. ବି. ପୁଂ ( 6 ଷ୍ଠୀ ତତ୍; ଗୃହ+ପତି) — ଗୃହସ୍ଥ — A family-man
- ସଂ. ବି. ପୁଂ ( 6 ଷ୍ଠୀ ତତ୍; ଗୃହ+ପତି) — ଗୃହସ୍ୱାମୀ — The master of a house
- ସଂ. ବି. ପୁଂ ( 6 ଷ୍ଠୀ ତତ୍; ଗୃହ+ପତି) — ବ୍ରହ୍ମଚର୍ଯ୍ୟ ଆଶ୍ରମ ପରେ ଗୃହସ୍ଥାଶ୍ରମରେ ପ୍ରବେଶ କରିଥିବା ବ୍ଯକ୍ତି — A person who has entered into the second stage of life (i.e. the stage of a family-man.) after finishing his studies
- ସଂ. ବି. ପୁଂ ( 6 ଷ୍ଠୀ ତତ୍; ଗୃହ+ପତି) — ଯଜ୍ଞକର୍ତ୍ତା — The performer or principal of a sacrifice
- ସଂ. ବି. ପୁଂ ( 6 ଷ୍ଠୀ ତତ୍; ଗୃହ+ପତି) — (ଗୃହସ୍ଥର କର୍ତ୍ତବ୍ୟ) ଆତିଥେୟତା — Hospitality
- ସଂ. ବି. ପୁଂ ( 6 ଷ୍ଠୀ ତତ୍; ଗୃହ+ପତି) — ଗୃହରେ ଯଜ୍ଞାଗ୍ନି ଜାଗ୍ରତ ରଖିବା — Maintenance of the sacred fire in one's home
- ସଂ. ବି. ପୁଂ ( 6 ଷ୍ଠୀ ତତ୍; ଗୃହ+ପତି) — ମନ୍ତ୍ରୀ — A minister
- ସଂ. ବି. ପୁଂ ( 6 ଷ୍ଠୀ ତତ୍; ଗୃହ+ପତି) — [ଦ୍ର— ଏ ଶବ୍ଦର ସ୍ତ୍ରୀଲିଙ୍ଗ 'ଗୃହପତ୍ନୀ' ଶବ୍ଦ ବେଦରେ ବ୍ଯବହୃତ ହୋଇଅଛି; କିନ୍ତୁ ପରବର୍ତ୍ତୀ ସଂସ୍କୃତରେ ଏହାର ବ୍ଯବହାର ବିରଳ।]