ଗୃହଦେହଳୀ Gṛuhadehaḻī

  • ସଂ. ବି ( 6 ଷ୍ଠୀ ତତ୍; ଗୃହ+ଦେହଳୀ) — ଘରର ଇରୁଣ୍ତି (ଯେଉଁ ଇରୁଣ୍ତିବନ୍ଧକୁ ଡେଇଁ ଘରେ ପଶିବାକୁ ବା ଘର ଭିତରୁ ବାହାରିବାକୁ ହୁଏ) — The threshold of a house