ଗୃହଦେବତା Gṛuhadebatā
- ସଂ. ବି ( 6 ଷ୍ଠୀ ତତ୍; ଗୃହ+ଦେବତା) — ପାରିବାରିକ ଦେବତା; ଘରଦିଅଁ; ଇଷ୍ଟଦେବତା — Family-Deity; household Deity
- ସଂ. ବି ( 6 ଷ୍ଠୀ ତତ୍; ଗୃହ+ଦେବତା) — କୌଣସି ପରିବାରର ରକ୍ଷକରୂପେ କଳ୍ପିତ ଦେବତା; ବାସ୍ତୁ ଦେବତା — The titular or presiding Deity of a family