ଗୃହଦୀପ୍ତି Gṛuhadīpti

  • ସଂ. ବି ( 6 ଷ୍ଠୀ ତତ୍; ଗୃହ+ଦୀପ୍ତି=ଆଲୋକ; ପରିବାର ବା ଗୃହର ଆଲୋକସ୍ୱରୂପା ସ୍ତ୍ରୀ) — ସାଧ୍ୱୀ ସ୍ତ୍ରୀ — A chaste or devoted wife; a virtuous lady (literally, the light of the family)