ଗୃହଚୁଲ୍ଲୀ Gṛuhachullī

  • ସଂ. ବି (ଚୁଲ୍ଲୀବତ୍ ନିର୍ମିତ ଗୃହ; ପୂର୍ବନିପାତ) — ପୂର୍ବ, ପଶ୍ଚିମ ଦୁଇଆଡ଼େ ଦୁଆରମୁହଁ ଥିବା ଦୁଇ ପ୍ରକୋଷ୍ଠ ବିଶିଷ୍ଟ ଗୃହ — A house with two contiguous rooms and two doors only, one facing east and the other west