ଗୃଧ୍ରରାଜ Gṛudhra rāja
- ସଂ. ବି. ( 7 ମୀ ତତ୍; ଗୃଧ୍ର+ରାଜନ୍=ଗୃଧ୍ରରାଜ ଶବ୍ଦ; 1 ମା. 1 ବ.) — ରାମାୟଣୋକ୍ତ ଦଶରଥଙ୍କ ବନ୍ଧୁ ଶକୁନ- ରାଜ ଜଟାୟୁ — Jaṭāyu; the king of vultures (mentioned in the Rāmāyaṇa)
- ସଂ. ବି. ( 7 ମୀ ତତ୍; ଗୃଧ୍ର+ରାଜନ୍=ଗୃଧ୍ରରାଜ ଶବ୍ଦ; 1 ମା. 1 ବ.) — ସମ୍ପାତି — Name of a vulture
- ସଂ. ବି. ( 7 ମୀ ତତ୍; ଗୃଧ୍ର+ରାଜନ୍=ଗୃଧ୍ରରାଜ ଶବ୍ଦ; 1 ମା. 1 ବ.) — ଗରୁ଼ଡ଼ — The mythological king of birds