ଗୂଢ଼ୋତ୍ପନ୍ନ Gūṟḍ̲ẖotpanna

  • ସଂ. ବିଣ. ପୁଂ (ଗୂଢ଼+ଉତ୍ପନ୍ନ) — ସ୍ୱାମୀଗୃହକୁ ଆସିବା ପୂର୍ବରୁ ବିବାହିତା ସ୍ୱାମୀଙ୍କ ସହବାସ ବିନା ଗର୍ଭବତୀ ହୋଇଥିବା ସ୍ତ୍ରୀଠାରୁ ଉତ୍ପନ୍ନ ଅଜ୍ଞାତପିତୃକ (ସନ୍ତାନ) — (a child) Born of a female who before coming to live with her husband had been big with a child by an unknown father
  • ସଂ. ବି — କୌଣସି ସ୍ୱାମୀଙ୍କ ପୁତ୍ରୋତ୍ପାଦନ ଶକ୍ତି ନ ଥିଲେ ଅପର ବ୍ଯକ୍ତିଦ୍ୱାରା ସାଧାରଣଙ୍କ ଅଜ୍ଞାତରେ ସ୍ତ୍ରୀର ଗର୍ଭରେ ଯେଉଁ ପୁତ୍ର ଉତ୍ପାଦନ କରାଯାଏ (ପ୍ରକୃତିବାଦ) — A son born of the wife of an impotent person who permits her to be cohabited by another person secretly
  • ସଂ. ବି — [ଦ୍ର—ହିନ୍ଦୁଶାସ୍ତ୍ର ଅନୁସାରେ ଦ୍ୱାଦଶବିଧ ପୁତ୍ର ମଧ୍ୟରୁ ଏହା ଏକତମ।]