ଗୂଢ଼ଭାଷିତ Gūṟḍ̠habhāshita

  • ସଂ. ବି. (କର୍ମଧା; ଗୂଢ଼+ଭାଷିତ=ଉକ୍ତି; କଥା) — ଗୁପ୍ତକଥା — Private talk
  • ସଂ. ବି. (କର୍ମଧା; ଗୂଢ଼+ଭାଷିତ=ଉକ୍ତି; କଥା) — ଗୋପନୀୟ ସମ୍ବାଦ — Secret intelligence