ଗୁଡ଼ୁମ୍ ଗୁଡ଼ୁମ୍ Guṟḍ̠um guṟḍ̠um

  • ଦେ. ଅ. (ଧନ୍ୟନୁକରଣ) — ଘନ ଘନ ତୋପ ଫୁଟିବାର ଶବ୍ଦ; ତୋପଧ୍ୱନି — Booming sound of cannon
  • ଦେ. ଅ. (ଧନ୍ୟନୁକରଣ) — ପଡ଼ୁଅଛି ତୋପ ଗୁଡ଼ୁମ ଗୁଡ଼ୁମ। ରାଧାନାଥ—ଦରବାର।