ଗୁଡ଼ୁଗୁଡ଼ୁ Guṟḍ̠uguṟḍ̠u

  • ଦେ. ଅ. (ଧ୍ୱନ୍ୟନୁକରଣ) — ଶଗଡ଼ ଭୂମିରେ ଗଡ଼ିବାର ଶବ୍ଦ — Rattling sound of a cart rolling on the ground
  • ଦେ. ଅ. (ଧ୍ୱନ୍ୟନୁକରଣ) — ଗଡ଼ିଗଡ଼ି ଚାଲିବାର ପ୍ରକାର ବା ରୀତି — Manner of rolling on the ground
  • ଦେ. ଅ. (ଧ୍ୱନ୍ୟନୁକରଣ) — ହୁକ୍କା ଖାଇବାର ଶବ୍ଦ — Bubbling sound of the hubble-bubble
  • ଦେ. ଅ. (ଧ୍ୱନ୍ୟନୁକରଣ) — (ସଂ. ଗୂର ଧାତୁ=ଗତି କରିବା)—ଶିଶୁମାନେ ଶୀଘ୍ର ଚାଲିବା ବା ଧାଇଁବାର ମଧୁର ପ୍ରକାର; କ୍ଷୁଦ୍ର ବସ୍ତୁର ଦ୍ରୁତଗମନ — Act of children running; mode of little things moving
  • ଦେ. ଅ. (ଧ୍ୱନ୍ୟନୁକରଣ) — (ଯଥା—ଜଗବନ୍ଧୁ ପିଲାଟି କିସୁନ୍ଦର ଗୁଡ଼ୁଗୁଡ଼ ହୋଇ ଚାଲୁଛି।)