ଗୁଡ଼ିଆଇବା Guṟḍ̠iāibā
- ଦେ. କ୍ରି — ଗୁଡ଼ାଇବା (ଦେଖ) — Guṟḍ̠āibā (See)
- ଦେ. କ୍ରି — କେତେକ ଅପସରା ଫୁଲକୁ ତୋଳାଇ, ଗଭା ଶୋଭା ପାଇଁ ବାନ୍ଧନ୍ତି ଗୁଡ଼ିଆଇ। କୃଷ୍ଣସିଂହ, ମହାଭାରତ, ବନପର୍ବ।
- ଦେ. କ୍ରି — 'ଗୁଡ଼ାଇବାର' ଣିଜନ୍ତ ରୂପ — Causative form of Guṟḍ̠āibā
- ଦେ. କ୍ରି — ଏହା ଶୁଣି ରାବଣ ଲୁଗା ଗୁଡ଼ିଆଇ—କୃଷ୍ଣସିଂହ, ମହାଭାରତ, ବନପର୍ବ।