ଗୁହଡ଼ିମ୍ବ Guhaḍimba
- ଦେ. ବି — ଡିମ୍ବରୁ ବାହାରିବା ବେଳେ ପକ୍ଷିଶାବକର ତଳିପେଟରେ ଯେଉଁ ଅଣ୍ଡାକାର ମାଂସପିଣ୍ଡ ଥାଏ — Egg-like protuberance on the abdomen of a newly hatched young bird
- ଦେ. ବି — ଡିମ୍ବରୁ ବାହାରିଥିବା ନୂତନ ପକ୍ଷିଶାବକ — Newly hatched young one of a bird; unfledged bird