ଗୁହ୍ୟଭାଷିତ Guhyabhāshita

  • ସଂ. ବି. (କର୍ମଧା; ଗୁହ୍ୟ+ଭାଷିତ) — ଗୁପ୍ତକଥା — A secret
  • ସଂ. ବି. (କର୍ମଧା; ଗୁହ୍ୟ+ଭାଷିତ) — ଗୁପ୍ତ ମନ୍ତ୍ରଣା — Secret counsel
  • ସଂ. ବି. (କର୍ମଧା; ଗୁହ୍ୟ+ଭାଷିତ) — ମନ୍ତ୍ର — Mystic incantation or formula