ଗୁହ୍ୟଦେଶ Guhyadeṡa

  • ସଂ. ବି. (କର୍ମଧା; ଗୁହ୍ୟ+ଦେଶ) — ମଳଦ୍ୱାର — Anus
  • ସଂ. ବି. (କର୍ମଧା; ଗୁହ୍ୟ+ଦେଶ) — ଉପସ୍ଥ ଆଦି ଶରୀରର ଗୁପ୍ତ ଅଂଶ — The privities