ଗୁହ୍ୟଦୀପକ Guhyadīpaka

  • ସଂ. ବି— (ଗୁହ୍ୟ=ନିର୍ଜନ ସ୍ଥାନ+ଦୀପି ଧାତୁ=ଆଲୋକିତ କରିବା+କର୍ତ୍ତୃ. ଅକ; କିମ୍ବା ବହୁବ୍ରୀହି, ଗୁହ୍ୟଦେଶରେ ଦୀପକ ଅଛି ଯାହାର) — ଖଦ୍ୟୋତ; ଜୁଳୁଜୁଳା ପୋକ — Fire-fly