ଗୁହାରିଆ Guhāriā

  • ଦେ. ବି. — ଲତାବିଶେଷ; ଗୁଆଲିଆ ଲତା — A kind of creeper
  • ଦେ. ବି. — ଦରଖାସ୍ତକାରୀ; ଫେରିଆଦି; ବାଦୀ — Complainant; petitioner
  • ଦେ. ବି. — ବଡ଼ଲୋକ ବା ଦେବତାଙ୍କ ନିକଟରେ ବର ବା ଅନୁଗ୍ରହ ପ୍ରାର୍ଥନାର୍ଥ ଉପସ୍ଥିତ ଅନୁସରଣିଆ — Applicant for favour; supplicant