ଗୁହଷଷ୍ଠୀ Guhashashṭhī

  • ସଂ. ବି. (ମ. ପ. ଲୋ. ଗୁହପ୍ରିୟା ଷଷ୍ଠୀ) — ମାର୍ଗଶିର ମାସର ଶୁକ୍ଳଷଷ୍ଠୀ — The 6th day of the light fortnight of Mārgaṡira
  • ସଂ. ବି. (ମ. ପ. ଲୋ. ଗୁହପ୍ରିୟା ଷଷ୍ଠୀ) — [ଦ୍ର—ଏ ଦିନ କାର୍ତ୍ତିକେୟଙ୍କ ପୂଜା ହୁଏ]