ଗୁହ ମାଡ଼ିବା Guha māṟḍ̠ibā
- ଦେ. କ୍ରି — ଅସ୍ପୃଶ୍ୟା ହେବା; ଋତୁମତୀ ହେବା — To be menstruated
- ଦେ. କ୍ରି — [ଦ୍ର—ସାଧାରଣତଃ ସ୍ତ୍ରୀଲୋକମାନେ ଋତୁମତୀ ହେଲେ ଅସ୍ପୃଶ୍ୟା ହୁଅନ୍ତି। ଏପରି ଅବସ୍ଥାରେ ସାଧାରଣ ପିଲାମାନେ ତାକୁ ଛୁଇଁବାକୁ ଆସିଲେ ସ୍ତ୍ରୀଲୋକେ ପିଲାଙ୍କୁ କହନ୍ତି 'ମୁଁ ଗୁହ ମାଡ଼ିଛି' ମୋତେ ଛୁଁ ନାଁ।]