ଗୁଳ୍ଗୁଳ୍ Guḻ guḻ

  • ଦେ. ଅ. — (ଧ୍ୱନ୍ୟନୁକରଣ)—ମୂଷା ଗାତରୁ ମାଟି ବା ଓଳିଆ କଣା କରି ଧାନ ଅଳ୍ପ ଅଳ୍ପ ଗାଳିବାର ଶବ୍ଦ — Low continuous sound like that produced when earth slowly runs out of a rat's den or paddy slowly runs out of a hole in a receptacle