ଗୁଳୁପୁଚି Guḻpuchi
- ଦେ. ବି. — ଲୁକ୍କାୟିତ ଭାବ — Concealment; hiding
- ଦେ. ବି. — ଷଡ଼ଯନ୍ତ୍ର — Conspiracy; plot
- ଦେ. ବି. — ଭ୍ରମକ୍ରମେ ଛାଡ଼ି ଯିବା — Oversight; omission by mistake
- ଦେ. ବିଣ. — ଲୁଚି କରି ରହିଯିବା — Lying hidden
- ଦେ. ବିଣ. — ଭୁଲକ୍ରମେ ଛଡ଼ା ଯାଇଥିବା — Left out by mistake
- ଦେ. କ୍ରି. ବିଣ. — ଲୁଚିକରି — Covertly