ଗୁଳୁଗୁଳି Guḻuguḻi

  • ଦେ. ବି — ବାୟୁ ସଞ୍ଚାଳନର ଅଭାବ ହେତୁରୁ ଅନୁଭୂତ ଉତ୍ତାପାଧିକ୍ୟ; ପବନ ନ ଥାଇ ହେବା ଅତ୍ୟଧିକ ଗ୍ରୀଷ୍ମ — Sultriness
  • ଦେ. ବି — ମହାପ୍ରଭୁ ଅଣସରକୁ ଯାଉଅଛନ୍ତି; ଭାରି ଗୁଳୁଗୁଳି। ଫକୀରମୋହନ—ଛମାଣଆଠଗୁଣ୍ଠ।