ଗୁଳୀ Guḻī

  • ସଂ. ବି. ସ୍ତ୍ରୀ. (ଗୁଡ଼ ଧାତୁ=ବେଷ୍ଟନ କରିବା+ଅ+ସ୍ତ୍ରୀ. ଈ) — ଗୋଟାଳି; ଗୁଳି; ଗୁଟିକା — Ball
  • ସଂ. ବି. ସ୍ତ୍ରୀ. (ଗୁଡ଼ ଧାତୁ=ବେଷ୍ଟନ କରିବା+ଅ+ସ୍ତ୍ରୀ. ଈ) — ବସନ୍ତରୋଗ — Small pox