ଗୁଳା ପକାଇବା Guḻa pakāibā

  • ଦେ. କ୍ରି — ବଣ୍ଟରାରେ ଭିନ୍ନ ଭିନ୍ନ କଚ୍ଛ ଉପରେ କାଗଜର ଗୁଳା ରଖି କେଉଁ କଛ କେଉଁ ଅଂଶୀଦାରର ହିଂସାରେ ପଡ଼ିବ ତାହା ଭାଗ୍ୟ ଅନୁସାରେ ସ୍ଥିର କରିବା — To cast lots in a partition as to what allotment will be given to which co-sharer