ଗୁଲୁଗୁଲୁ Gulugulu
- ଦେ. ଅ — ଶିଶୁପରି ସ୍ନିଗ୍ଧ ଦୃଷ୍ଟିପାତ କରିବା — looking with a graceful glance like a child
- ଦେ. ଅ — କଣ୍ଡୁ; ଗଲଗଲ; ସଲସଲ — Itching sensation
- ଦେ. ଅ — ଶିଶୁମାନଙ୍କର ଗୁଲୁରୁଗୁଲୁରୁ ବା ଦରୋଟି କଥା କହିବାର ମଧୁର ଶବ୍ଦ — 4. Sweet sound of children's lisping words