ଗୁଲୁଗୁଲିଆ Guliguliā

  • ଦେ. ବିଣ — କୌତୁକିଆ; ସୁନ୍ଦର (ଶିଶୁ) — Tiny; pretty (infant)
  • ଦେ. ବି — ବଙ୍ଗ, ବିହାର, ଓଡ଼ିଶା ଓ ଛୋଟନାଗପୁରର ଅନାର୍ଯ୍ୟ ଯାଯାବର ଜାତି ବିଶେଷଙ୍କ କଥିତ ଭାଷା — Gipsy language spoken by a vagrant tribe in Bengal, Behar, Orissa and Chhotanagpur