ଗୁଲତରାସ୍ Gulatrās

  • ବୈଦେ. ବି. (ଫା) — ଯେଉଁ କତୁରୀଦ୍ୱାରା ବତିର ଜଳିଯିବା ଅଂଶ (ଗୁଲ) କଟାଯାଏ — Scissors used for cropping the burnt portion of wicks
  • ବୈଦେ. ବି. (ଫା) — ବତିର ଗୁଲି କାଟିବା ଚାକର — Servant whose duty is to crop the burnt portion of wicks
  • ବୈଦେ. ବି. (ଫା) — ବଗିଚାରେ ଗଛର ଆଗକୁ କାଟିବା ଛାଣ୍ଟିବା କତୁରୀ — Scissors used for cutting the tops of plants; pruning scissors
  • ବୈଦେ. ବି. (ଫା) — ଯେଉଁ ମାଳି ବଗିଚାର ଗଛମାନଙ୍କ ଅଗକୁ କାଟଛଣ୍ଟା କରେ — A servant or Māḻi whose duty is to prune the plants in a garden
  • ବୈଦେ. ବି. (ଫା) — ପଥର ଉପରେ ଫୁଲକାମ ଓ ନକସା ଖୋଳିବା ପାଇଁ ବ୍ଯବହୃତ ବେଣ୍ଟଲଗା ନହୁରୁଣୀ — A chisel with a wooden handle used for engraving on stone