ଗୁଲ କନ୍ଦ୍ Gul kand
- ବୈଦେ. ବି. (ଫା.) — ଶର୍କରାମିଶ୍ରିତ ଗୋଲାପଫୁଲ— ପାଖୁଡ଼ା — Rose-petals impregnated with suger; confection of roses; conserve of roses
- ବୈଦେ. ବି. (ଫା.) — [ଦ୍ର—ଗୋଲାପ ଫୁଲର ପାଖୁଡ଼ା ଉପରେ କନ୍ଦ ବା ମିଶ୍ରିଗୁଣ୍ଡା ଛିଞ୍ଚି ତାକୁ କେତେକାଳ ଖରାରେ ରଖି ଏହା ପ୍ରସ୍ତୁତ ହୁଏ। ଏହା ଖାଇଲେ ଝାଡ଼ା ସଫା ହୁଏ।]