ଗୁର୍ବିଣୀ Gurbiṇī

  • ସଂ. ବିଣ. ସ୍ତ୍ରୀ (ଗୁରୁ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ) — ଗର୍ଭିଣୀ; ଗର୍ଭବତୀ; ଅନ୍ତଃସତ୍ତ୍ୱା — Pregnant; big with child; in an advanced stage of pregnancy
  • ସଂ. ବିଣ. ସ୍ତ୍ରୀ (ଗୁରୁ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ) — ଗୌରବବତୀ — Respectable; adorable;
  • ସଂ. ବି. — ଗର୍ଭବତୀ ସ୍ତ୍ରୀ — Pregnant woman
  • ସଂ. ବି. — (ଗୁରୁ+ସ୍ତ୍ରୀ. ଈ) ଗୁରୁପତ୍ନୀ — Wife of one's spiritual preceptor