ଗୁର୍ବାଦିତ୍ୟ Gurbāditya

  • ସଂ. ବି (ଗୁରୁ+ଆଦିତ୍ୟ) — (ଜ୍ୟୋତିଷ) ସୂର୍ଯ୍ୟ ଓ ବୃହସ୍ପତିଙ୍କର ଏକ ରାଶିରେ ଅବସ୍ଥିତି — (Astronomy) The position of the sun and Jupiter in one Zodiacal sign
  • ସଂ. ବି (ଗୁରୁ+ଆଦିତ୍ୟ) — [ଦ୍ର—ଏହି ସମୟରେ ହିନ୍ଦୁ ଶାସ୍ତ୍ର ମତରେ ବିବାହାଦି ଶୁଭକର୍ମ ନିଷିଦ୍ଧ।]