ଗୁର୍ଜରୀ Gurjarī

  • ସଂ. ବି — ସଂସ୍କୃତ ରାଗିଣୀବିଶେଷ — A musical air
  • ସଂ. ବି — [ଦ୍ର—ଏହା ଭୈରବ ରାଗର ସ୍ତ୍ରୀ ଓ ସଂପୂର୍ଣ୍ଣ ଜାତିର ରାଗିଣୀ; ଏଥିରେ ତୀବ୍ର, ମଧ୍ୟମ ଓ ଶେଷ ସବୁ ସ୍ୱର କୋମଳ ହୁଏ। ଏହା ରାମକଳୀ ଓ ଲଳିତ ରାଗ ମିଶ୍ରଣରେ ରଚିତ ହୁଏ। ଏହା ଗାଇବାର ସମୟ ଦିନ 10 ଦଣ୍ଡଠାରୁ 16 ଦଣ୍ଡ ପର୍ଯ୍ୟନ୍ତ—ହି. ଶବ୍ଦସାଗର।] — [ଦ୍ର—ଏହା ଭୈରବ ରାଗର ସ୍ତ୍ରୀ ଓ ସଂପୂର୍ଣ୍ଣ ଜାତିର ରାଗିଣୀ; ଏଥିରେ ତୀବ୍ର, ମଧ୍ୟମ ଓ ଶେଷ ସବୁ ସ୍ୱର କୋମଳ ହୁଏ ଏହା ରାମକଳୀ ଓ ଲଳିତ ରାଗ ମିଶ୍ରଣରେ ରଚିତ ହୁଏ ଏହା ଗାଇବାର ସମୟ ଦିନ10ଦଣ୍ଡଠାରୁ16ଦଣ୍ଡ ପର୍ଯ୍ୟନ୍ତ—ହି. ଶବ୍ଦସାଗର]
  • ସଂ. ବି — ଗୁଜୁରାଟଦେଶୀୟା ସ୍ତ୍ରୀ — A woman of Gujarat