ଗୁରୁମାର ବିଡ୍ୟା Gurumāra bidyā
- ଦେ. ବି — ଯେଉଁ ବିଦ୍ୟା ପ୍ରୟୋଗରେ ସେହି ବିଦ୍ୟାଦାତା ଗୁରୁଙ୍କୁ ମାରି ପକାଏ — The learning by means of which the disciple kills his own preceptor
- ଦେ. ବି — (ଯଥା—ଅର୍ଜୁନ ଦ୍ରୋଣାଚାର୍ଯ୍ୟଙ୍କୁ ମାରିବା ନ୍ଯାୟ।)
- ଦେ. ବି — ମଲ୍ଲ ବିଦ୍ୟା — 5. Wrestling
- ଦେ. ବି — [ଦ୍ର—ଏହି ବିଦ୍ୟା ଶିକ୍ଷା କରିଥିବା ବ୍ଯକ୍ତି ନିଜ ଗୁରୁଙ୍କ ସଙ୍ଗେ ମଲ୍ଲ ଯୁଦ୍ଧ କରି ତାଙ୍କୁ ପରାସ୍ତ କରିବାକୁ ପ୍ରୟାସୀ ହେବାର ଦେଖାଯାଏ।]