ଗୁରୁଭାର Gurubhāra
- ସଂ. ବି (କର୍ମଧା; ଗୁରୁ+ଭାର) — ବେଶୀ ବୋଝ — A heavy weight, a great load
- ସଂ. ବି (କର୍ମଧା; ଗୁରୁ+ଭାର) — ବିଶେଷ ଦାୟିତ୍ୱ — A great responsibility
- ସଂ. ବିଣ (ବହୁବ୍ରୀହି) — ବିଶେଷ ଭାରୀ — Very heavy
- ସଂ. ବିଣ (ବହୁବ୍ରୀହି) — ବିଶେଷ ଦାୟିତ୍ୱପୂର୍ଣ୍ଣ — Having a heavy responsibility