ଗୁରୁଭାଇ Gurbhāi

  • ଦେ. ବି (ସଂ. ଗୁରୁ+ଭ୍ରାତା) — ଆପଣାର ଗୁରୁଙ୍କ ଶିଷ୍ୟ ଥିବା ଯୋଗୁଁ ନିଜର ଭ୍ରାତୃସ୍ଥାନୀୟ ବ୍ଯକ୍ତି — A disciple of one's preceptor
  • ଦେ. ବି (ସଂ. ଗୁରୁ+ଭ୍ରାତା) — ଏକ ଗୁରୁଙ୍କର ବହୁ ଶିଷ୍ୟମାନଙ୍କ ମଧ୍ୟରୁ ଏକତମ — One of the co-disciples of the same preceptor